ଆମ ଭିତରୁ ଜଣେ ଜଣେ କରି, ଆମେ ସମସ୍ତେ ଅପୂର୍ଣ୍ଣ । ଆମେ ଆମ ଆଖି ପାଇଁ ବହୁତ ଗର୍ବିତ : "ଦେଖେଇ ପାରିବ କି ?" ତୁମ ଆଖିର ଯୋଗ୍ୟତା କଣ ଅଛି ଯେ ତୁମେ ଦେଖି ପାରିବ ? ସିଏ ଭାବେନି ଯେ, ମୋ ପାଖରେ କିଛି ଯୋଗ୍ୟତା ନାହିଁ...